Article

ଆଜିଠୁ ୫ ଦିନିଆ ୟୁଏଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜିଠୁ ୫ ଦିନିଆ ୟୁଏଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁବାଇରେ ହେବ ଇନଭେଷ୍ଟର୍ସ ମିଟ୍। ଓଡ଼ିଶାରେ ଶିଳ୍ପ ଓ ନିବେଶର ସୁଯୋଗ ନେଇ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ୟୁଏଇରୁ ଓଡ଼ିଶାକୁ ଆସିବ କି ବଡ଼ ପୁଞ୍ଜି?

Leave a Reply

Your email address will not be published. Required fields are marked *